ବିନ୍ଦୁସାଗରର ଦଳ ଭର୍ତ୍ତି ପୋଖରୀରେ ଏଥର ଭାସିବ ବୋଇତ

ପୁରୁଣା ଭୁବନେଶ୍ୱର: ଆସୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଆ ଜାତିର ଐତିହ୍ୟ ଓ ଗୌରବର ବାର୍ତ୍ତା ବହନ କରୁଥିବା ବୋଇତ ବନ୍ଦାଣ ଉତ୍ସବ ପାଳନ ପାଇଁ ଚାରିଆଡ଼େ ଚାଲିଛି ପ୍ରସ୍ତୁତି। ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ବରରେ ବି ଏଥିପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଘରଠୁ ଅନୁଷ୍ଠାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏଥିପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଲାଣି। କିନ୍ତୁ ପୁରୁଣା ଭୁବନେଶ୍ବରର ଗୋଟିଏ ଚିନ୍ତା ଦୂର ହୋଇପାରୁନାହିଁ। ଏଠା‌ରେ … Continue reading ବିନ୍ଦୁସାଗରର ଦଳ ଭର୍ତ୍ତି ପୋଖରୀରେ ଏଥର ଭାସିବ ବୋଇତ